Header Ads Widget

ବିଜୁ ଜନତା ଦଳ ପକ୍ଷରୁ ବୃକ୍ଷ ରୋପଣ

ବିଜୁ ଜନତା ଦଳ ପକ୍ଷରୁ ବୃକ୍ଷ ରୋପଣ 

ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ କ୍ରମେ ବିଜୁ ଜନତା ଦଳର ୨୫ ବର୍ଷ ପୂର୍ତ୍ତି ଉପଲକ୍ଷେ ଗୋଶାଣୀ ବ୍ଲକ ରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ 
 ବିଜେଡି ର ଯୁବ ଓ ଛାତ୍ର ପକ୍ଷରୁ ଆୟୋଜନ କରାଯାଇଥିଲା। ଏଥିରେ ଜିଲାର ଅନେକ ନେତୃ କର୍ମୀ ମାନଙ୍କ ଅଂଶ ଗ୍ରହଣ କରିବାର ଦେଖିବାକୁ ମିଳିଥିଲା । ପାରଳା ରାଜଜେମା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ବିଜେଡି ଜିଲା ସଭାପତି ଉପସଭାପତି ପୁଣି ଜିଲା ଯୁବ ଓ ଛାତ୍ର ସଭାପତି ମଧ୍ୟ ଉପସ୍ଥିତି ଥିବାର ଦେଖିବାକୁ ମିଳିଥିଲା ।


 

Post a Comment

0 Comments