କେନ୍ଦ୍ରାପଡ଼ା _ ଓସ୍ତପୁର ପ୍ରାଥମିକ କୃଷି ସମବାୟ ସମିତି ପ୍ରାଙ୍ଗଣରେ ୭୧ ତମ ନିଖିଳ ଭାରତ ସମବାୟ ସପ୍ତାହ ପାଳନ ଅବସରରେ ସମବାୟ ପତାକା ଉତ୍ତୋଳନ ବରପୁତ୍ର ମହାତ୍ମାଗାନ୍ଧୀ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ ଓ ସମବାୟ ସଚେତନତା ବାର୍ତ୍ତାପାଠ ବହୁବିଧ କାର୍ଯ୍ୟକ୍ରମ ଅନୁଷ୍ଠିତ ସମିତି ର ସଭାପତି ପ୍ରଦ୍ୟୁମ୍ନ କୁମାର ଜେନା, ନିର୍ଦ୍ଦେଶକ ଶରତ ଚନ୍ଦ୍ର ଦାସ, ପ୍ରଶାନ୍ତ କୁମାର ବେହେରା, କବି ଚରଣ ବିଶ୍ଵାଳ, ପ୍ରଫୁଲ୍ଲ କୁମାର ରାଉତ ସମ୍ପାଦକ ପ୍ରେମାଞନ ସାହୁ, ସମିତି ର କର୍ମକର୍ତ୍ତା ଅନ୍ନଦା ପ୍ରସାଦ ନାୟକ, ରଜନୀକାନ୍ତ ଲେଙ୍କା,ପ୍ରତାପ କୁମାର ନାୟକ ପ୍ରମୁଖ ଯୋଗଦାନ କରିଥିଲେ
0 Comments