Header Ads Widget

ରାଜମାତାଙ୍କ ପ୍ରଥମ ମୃତ୍ୟୁ ବାର୍ଷିକୀରେ ସମସ୍ତ ରାଜନେତାଙ୍କ ସହ ଅନ୍ୟାନ୍ୟ ବିଶିଷ୍ଟ ବ୍ୟକ୍ତିଙ୍କ ଶ୍ରଦ୍ଧାଞ୍ଜଳି ଅର୍ପଣ

କେନ୍ଦ୍ରାପଡ଼ା : 12/01
ସ୍ଵର୍ଗତ ରାଜାମାତା କଂ ପ୍ରଥମ ଶ୍ରାଦ୍ଧ ବାର୍ଷିକ ରେ ଯେଗଦାନ କରି ସୣତି ଚାରଣ କରିବା ସହିତ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ରାଜନଗର ପୂବତନବିଧାୟକ ଅଶୁଂମାନମହାନ୍ତି, କେନ୍ରପଡା ବିଧାୟକ ଗଣେଶ୍ୱର ବେହେରା, ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ର, ମହାକାଳପଡ଼ା ପୂର୍ବତନ ବିଧାୟକ ଅତନୁ ସବ୍ୟସାଚୀ ନାୟକ, କେନ୍ରପଡା ର ପୂର୍ବତନ ଚେୟାରମ୍ୟାନ ସରେ। ଜ ସାହୁ, ଆଳିର ପୂବତନ ବିଧାୟକ ଦେବେନ୍ଦ୍ର ଶର୍ମା, ସମାଜସେବୀ ରାଜେଶ ପଣ୍ଡା, ସମେତ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଯେଗଦାନ କରିଥିଲେ

Post a Comment

0 Comments