Header Ads Widget

ମୋହନା ମହିଳା ବିଜେଡି ସଭାନେତ୍ରୀ ଙ୍କ ରାଖୀ ଉତ୍ସବ ପାଳନ

ମୋହନା ବ୍ଳକ ବିଜେଡି ମହିଳା ସଭାନେତ୍ରୀଙ୍କ ପାରମ୍ପରିକ ରାଖୀ ବନ୍ଧନ କାର୍ଯ୍ୟକ୍ରମ
ଗଜପତି ଜିଲ୍ଲା ---
ମୋହନା, ରାକ୍ଷୀ ବନ୍ଧନ ଉତ୍ସବ ରେ  ମୋହନା ବ୍ଲକ ବିଜେଡି ସଭାପତି ତଥା ବ୍ଲକ ଅଧ୍ୟକ୍ଷ ଶ୍ରୀ ରଂଜୀବ ଶବର ଓ ଅନ୍ୟାନ୍ୟ କର୍ମୀ ଙ୍କୁ ମହୋନା ବ୍ଳକ ବିଜେଡି ମହିଳା ସଭାନେତ୍ରୀ ଶ୍ରୀମତୀ ଝୁମୁରୀ ବୀର ଆଜି ଅଧ୍ୟକ୍ଷଙ୍କ ନିଜବାସଭବନ ରେ ପାରମ୍ପରିକ  ଢଙ୍ଗରେ ରାକ୍ଷୀ ବନ୍ଧନ କରିଛନ୍ତି l 

Post a Comment

0 Comments