ଛୁରୀ ମାଡରେ ଜଣେ ଆହତ
ଛୁରୀ ମାଡରେ ଜଣେ ଆହତ
ନବରଙ୍ଗପୁର: 22/8
ଡାବୁଗାଁ ସଦର ମହକୁମା ବସ ଷ୍ଟାଣ୍ଡ ନିକଟରେ ଛୁରା ମାଡରେ ଜଣେ ଆହତ ହୋଇଛନ୍ତି। ସୂଚନା ଅନୁସାରେ ଆଜି ରାତି ପ୍ରାୟ ନଅ ଘଣ୍ଟା ସମୟରେ ବସ ଷ୍ଟାଣ୍ଡ ନିକଟରେ ପ୍ରେମ ଗୁପ୍ତା ନିଜ ଦୋକାନରେ ଥିଲେ। ଏଥି ସମୟରେ ଦୁଇଜଣ ଯୁବକ ଦୋକାନ ଭିତରକୁ ପଶିଗଲେ।ଗତକାଲି ଅପରାହ୍ନରେ ସେହି ଦୁଇ ଜଣ ପ୍ରେମ ଓ ତାଙ୍କ ପୁଅ କାହ୍ନା ସହ ଗଣ୍ଡଗୋକ କରି ମୁହଁରେ ଖଣ୍ଡିଆ କରିଦେଇ ଥିଲେ।
ଗଣ୍ଡଗୋଳ କରିଥିବା ନେଇ ପ୍ରେମ ଡାବୁଗାଁ ଥାନା ରେ ଲିଖିତ ଅଭିଜୋଗ ଦେଇ ଥିଲେ।ଅପରାହ୍ନରେ ଗଣ୍ଡଗୋଳ କରି ପୁନ୍ନର୍ବାର ରାତ୍ରରେ ଦୋକାନରେ ପଶିବାକୁ ବାରଣ କରିବାରୁ ପ୍ରେମଙ୍କୁ ଏକ ଛୁରୀରେ ଆକ୍ରମଣ କରିଥିଲେ। ପୋଲିସ ଖବର ପାଇ ଆହତ ବ୍ୟକ୍ତିକୁ ଡାକ୍ତରଖାନା କୁ ନେଇଥିଲେ। ଏହି ଘଟଣାରେ ପୋଲିସ ଜଣକୁ ଅଟକ ରଖିଥିବା ବେଳେ ଆର ଜଣକ ଫେରାର ଥିବା ଦେଖାଜାଇଛି।ଦୋଷି ବିରୁଧରେ ଦ୍ରୁଷ୍ଟାନ୍ତ ମୁଳକ କାର୍ଜ୍ୟାନୁଷ୍ଟାନ
ଗ୍ରହଣ କରାଗଲେ ,ଆଗାମି ଦିନରେ ଜେଭଳି ପୁନରାବ୍ରୁତି ନ ହୁଏ
ସେ ନେଇ ଡାବୁଗାଁ ବୁଦ୍ଧିଜିବି ମହଲରେ ଦ୍ରୁଢ ଦାବୀ ହେଉଛି।

0 Comments