ପାରଳାଖେମୁଣ୍ଡି ସେରଙ୍ଗ କୁ ସଂଯୋଗ କରୁଥିବା ରାଣୀପେଣ୍ଠ ସ୍ଥିତ ସେରଙ୍ଗ ଖ୍ରୀଷ୍ଟିଆନ ଚକ୍ଷୁ ହସ୍ପିଟାଲ ସମ୍ମୁଖରେ ଏକ ଗଛ ଭାଙ୍ଗି ପଡି ରହିଛି। ଏହା ମୁଖ୍ୟ ରାସ୍ତା ହୋଇଥିବାରୁ ପୁଣି ପତିଦିନ ଶହ ଶହ ଯାନ ବାହନ ଓ ଆମ୍ବୁଲାନ୍ସ ଯାତାୟତ କରୁଥାଏ ଯାତାୟାତ ରେ ଅନେକ ଅସୁବିଧା ହେବାର ଦେଖିବାକୁ ମିଳିଛି। ଏହି ଗଛକୁ ଶୀଘ୍ର ପରିଷ୍କାର କଲେ ଜାତୟତରେ ସୁଗମ ହେବ ବୋଲି ଯାତ୍ରୀମାନେ ଦାବି ରଖିଛନ୍ତି।
0 Comments