Header Ads Widget

ଡ଼. ଲିମା ଙ୍କ ଶୋକ ପ୍ରକାଶ


 ବିଧାୟକ ଙ୍କ ବିୟୋଗ ରେ ଡ଼. ଲିମାଙ୍କ ଶୋକ ପ୍ରକାଶ।


ଧାମନଗର ର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ବିଷ୍ଣୁ ସେଠୀ ଙ୍କ ଅକାଳ ବିୟୋଗରେ ବିଜେଡି ସଂଖ୍ୟା ଲଘୁ ସେଲର ରାଜ୍ୟ ସାଧାରଣ ସଂପାଦକ ଗଭୀର ଶୋକ ପ୍ରକାଶ କରିଛନ୍ତି।ଧାମନଗର ର ମାନ୍ଯବର ବିଧାୟକ ବିଷ୍ଣୁ ଚରଣ ସେଠୀଙ୍କ ଦେହାନ୍ତ ହେବା ଜାଣି ଗଭୀର ମର୍ମାହତ। ଓଡିଶା ଜଣେ ଦକ୍ଷ ଓ ଲୋକପ୍ରିୟ ନେତାକୁଂ ହରାଇଲା ଏଭଳି ଦୁଃଖଦ ସମୟରେ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ମୋର ସମବେଦନା ଜଣାଇବା ସହ ତାଙ୍କ ଅମର ଆତ୍ମାର ସଦଗତି କାମନା କରୁଛି।

Post a Comment

0 Comments