Header Ads Widget

ସହାୟତା ଅପେକ୍ଷା ରେ ହିମାଂଶୁ ରାଉଲ


 

ଗଜପତି ଜିଲା ଗୁମ୍ମା ବ୍ଲକ ଅନ୍ତର୍ଗତ କୃଷ୍ଣଚନ୍ଦ୍ରପୁର ଗ୍ରାମର ହିମାଂସୁ ରାଉଳ କିଛିମାସ ତଳେ ଦାଦନ ଶ୍ରମିକ ଭାବେ କାର୍ଯ୍ୟ କରି ପରିବାରର ଭରଣପୋଷଣ ପାଇଁ ହାଇଦ୍ରାବାଦ ଯାଇଥିଲେ , ହେଲେ ବିଧିର୍ ବିଧାନ ଅଲଗା ଥିଲା, ପ୍ରାୟ ତିନି ମାସ ତଳେ ଏକ ସଡ଼କ ଦୂର୍ଘଟଣା ର ସମୁଖୀନ ହୋଇଥିଲେ ହିମାଂସୂ  ।ଘର ବନ୍ଧକ ରଖି ଉଚ୍ଚ ସୁଧ ହାରରେ କରଜ କରି ତିନି ମାସ ଧରି ଚିକିତ୍ସା ବ୍ୟବସ୍ଥା କଲେ ପତ୍ନୀ ରତ୍ନମଣି ! ଘରର ଏକମାତ୍ର ରୋଜଗାରଖ୍ୟମ ବ୍ୟକ୍ତି ଥିଲେ ହିମାଂଶୁ ! ତାଙ୍କର ଏକ ୧୦ ବର୍ଷର ପୁଅ ଓ ଏକ ୧୩ ବର୍ଷର ଝିଅ ଅଛନ୍ତି! ପରବର୍ତୀ  ଚିକିତ୍ସା ପାଇଁ ଅସମର୍ଥ ପରିବାର! ପରିବାର୍ ଏବେ ଚିନ୍ତାରେ ପଡିଯାଇଛନ୍ତି, ପରିବାର ଚଳିବା ପାଇଁ  ଅର୍ଥ ଆସିବ କେଉଁଠାରୁ? ହିମାଂସୂ ଙ୍କ ପରବର୍ତୀ ଚିକିତ୍ସା ହେବ କିପରି? ପରିବାର ପ୍ରଶାସନ ପକ୍ଷରୁ କିବା କୌଣସି ବେସରକାରୀ ଅନୁଷ୍ଠାନ ପକ୍ଷରୁ କିଛି ଆର୍ଥିକ ସାହାଯ୍ୟ ପାଇବା ଆଶାରେ ଚାହିଁ ବସିଛନ୍ତି! ଦେଖାଯାଉ ପ୍ରଶାସନ କେବେ ଏହିଁ ପରିବାରର ଦୁଃଖକୁ ବୁଝି କିଛି ସାହାଯ୍ୟ କରିବା?


 
 

Post a Comment

0 Comments