ନବରଙ୍ଗପୁର ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ମାନ୍ୟବର ନବରଙ୍ଗପୁର ନିର୍ବାଚନ ମଣ୍ଡଳୀର ବିଧାୟକ ଶ୍ରୀ ଯୁକ୍ତ ଗୋରିଶଙ୍କର ମାଝୀ କୋଟପାଡ଼ ବିଧାୟକ ଶ୍ରୀଯୁକ୍ତ ରୂପୁ ଭତ୍ରାଙ୍କ ସହ ନବରଙ୍ଗପୁର ସ୍ଥିତ “ଅଲେଖ ମହିମା ଆଶ୍ରମରେ ପୂଜ୍ୟ ବ୍ରହ୍ମଚାରୀ ବାବାଙ୍କ ସହ ଅନ୍ୟ ଉପସ୍ଥିତ ସମସ୍ତ ସାଧୁଙ୍କୁ ଦର୍ଶନ କରିବାର ସୌଭାଗ୍ୟ ଲାଭ କଲି ।
ସାଧୁ ଭବଳେଶ୍ୱର୍ ନାୟକଙ୍କ ଲିଖିତ ବ୍ରହ୍ମ ଚରଣେ ବହିର ଉନ୍ମଚନ ହେଲା।
ମହିମା ଧର୍ମର ପରମ୍ପରା ସମାଜରେ ଭାତୃଭାବକୁ ସୁଦୃଢ କରିବା ସହ ଶୂନ୍ୟ ଭଗବାନଙ୍କ ନିକଟରେ ଶରଣ ପଶିବାର ଦୁର୍ମୂଲ୍ୟ ବିଚାର ସମାଜକୁ ଦେଉଅଛି । ଏହି ପରମ୍ପରା ସମାଜକୁ ସର୍ବୋପରି ମାର୍ଗଦର୍ଶନ ଦେଉ, ଏହା କାମନା । ନବରଙ୍ଗପୁର ରୁ ଇଶ୍ୱର ରାଓଙ୍କ ରିପୋର୍ଟ
0 Comments